ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 26, 2022, 9:07 PM IST

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. Punjab Bypoll: ମୁଖ୍ୟମନ୍ତ୍ରୀ ମାନଙ୍କ ଆସନରେ ହାରିଲା AAP, ଲୋକସଭାରେ ଦଳ ସାଂସଦ ଶୂନ୍ୟ

ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଆସନରେ ହାରିଲା ଦଳ ।

୨. ଅଗ୍ନିପଥକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଏଆଇସିସି ମୁଖପାତ୍ର

ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଏଆଇସିସି ମୁଖପାତ୍ର ସଚିନ ସାୱନ୍ତ ।

୩. Maharashtra crisis: ଉପବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ ବିରୋଧରେ ସୁପ୍ରିମକୋର୍ଟ ଗଲେ ସିନ୍ଧେ

ସୁପ୍ରିମକୋର୍ଟକୁ ଗଲା ମହାରାଷ୍ଟ୍ର ରାଜନୀତି । ଉପବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ ବିରୋଧରେ ସୁପ୍ରିମ କୋର୍ଟ ଗଲେ ବିଦ୍ରୋହୀ ବିଧାୟକ ନେତା ଏକନାଥ ସିନ୍ଧେ ।

୪. ସୁରଙ୍କ ଉପରେ କଂଗ୍ରେସ ଚାପ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ଶରତ ପଟ୍ଟନାୟକ

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବା ନେଇ କଂଗ୍ରେସ ନେତା ସୁର ରାଉତରାୟ ମତ ରଖିବା ପରେ ପୁନର୍ବାର ମତ ବଦଳାଇବାକୁ ନେଇ ଚର୍ଚ୍ଚା । ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

୫. ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି

ଗତକାଲି(ଶନିବାର) କେନ୍ଦୁଝର ଜିଲ୍ଲା ଯୋଡ଼ାରେ ସର୍ବାଧିକ 71.2 ମିମି ବର୍ଷା ରେକର୍ଡ କରାଯାଇଛି ।

୬. ହାସ୍ୟାତ୍ମକ ଶିକ୍ଷା ବ୍ୟବସ୍ଥା: ବିଦ୍ୟାଳୟ ନା ଅପରିତ୍ୟକ୍ତ ସ୍ଥାନ, ହନ୍ତସନ୍ତ ଛାତ୍ରଛାତ୍ରୀ

ସ୍ମାର୍ଟ ହେଉଛି ସ୍କୁଲ, ଉନ୍ନତ ଜ୍ଞାନକୌଶଳରେ ଦିଆଯାଉଛି ଶିକ୍ଷାଦାନ ।

୭. କେନ୍ଦୁଝର ରଥକୁ ବିଶ୍ବର ଉଚ୍ଚତମ ରଥର ମାନ୍ୟତାକୁ ପୁରୀ ସେବାୟତଙ୍କ ବିରୋଧ

ବିଶ୍ଵରେ ସବୁଠୁ ଉଚ୍ଚତମ ରଥ ଭାବେ କେନ୍ଦୁଝର ରଥକୁ ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ(Guinness Book of World Records)ରେ ସ୍ଥାନ ପାଇବା ପରେ ଉଦବେଗ ପ୍ରକାଶ କଲେ ପୁରୀ ସେବାୟତ ।

୮. କଟକ ଜିଲ୍ଲାପାଳଙ୍କ ନାଁରେ ଫେକ୍ WhatsApp ଆକାଉଣ୍ଟ

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାମରେ ଖୋଲା ଯାଇଛି ଫେକ WhatsApp ଆକାଉଣ୍ଟ

୯. Ind vs Ire 1st T20: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ସ୍ପିଡ୍‌ଷ୍ଟାର୍‌ ଉମ୍‌ରାନଙ୍କ ଡେବ୍ୟୁ

ଭାରତ ଓ ଆୟାରଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଟି-୨୦ ସିରିଜ୍‌ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ ।

୧୦. ସୂର୍ଯ୍ୟାସ୍ତ ସମୟରେ ଶେହନାଜଙ୍କ ସାନଦାର ଭିଡିଓ, ପ୍ରଶଂସା କଲେ ଫ୍ୟାନ୍ସ

ସୂର୍ଯ୍ୟାସ୍ତ ସମୟରେ ଉପଭୋଗ କରୁଥିବାର ଫଟୋ ପୋଷ୍ଟ କଲେ ବିଗ୍ ବସ୍ ଫେମ୍ ସେହନାଜ ଗିଲ୍ । ଖୁବ୍ ପ୍ରଶଂସା କଲେ ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.