ETV Bharat / Odisha Assembly Election 2024

Odisha Assembly Election 2024

ପାଖେଇ ଆସୁଛି ମହାସମର । ଓଡ଼ିଶାରେ ଏକାସଙ୍ଗେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। 4ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ମେ' 13, ମେ' 20, ମେ' 25 ଓ ଜୁନ 1 ତାରିଖରେ ହେବ ଭୋଟ ଗ୍ରହଣ । 7ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଶେଷ 4ଟି (4ର୍ଥ, 5ମ, 6ଷ୍ଠ ଓ 7ମ) ପର୍ଯ୍ୟାୟରେ ଓଡ଼ିଶାରେ ବିଧାନସଭା ସମେତ ଲୋକସଭା ପାଇଁ ମତଦାନ ହେବ । ଜୁନ 4ରେ ଏକା ସାଙ୍ଗରେ ଆସିବ ଫଳାଫଳ । ନିର୍ବାଚନକୁ ଦିନ କେଇଟା ଥିବାବେଳେ ରାଜ୍ୟରେ ସରଗରମ ରହିଛି ରାଜନୀତି । ପ୍ରଚାର ମୈଦାନକୁ ଓହ୍ଲାଇଲେଣି ପ୍ରାର୍ଥୀ । ରୋଡ ସୋ', ସଭା ସମିତି କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.