ETV Bharat / city

କଟକ ଜିଲ୍ଲାପାଳଙ୍କ ନାଁରେ ଫେକ୍ WhatsApp ଆକାଉଣ୍ଟ

author img

By

Published : Jun 26, 2022, 8:59 PM IST

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାମରେ ଖୋଲା ଯାଇଛି ଫେକ WhatsApp ଆକାଉଣ୍ଟ । ୭୬୯୬୯୧୮୧୫୧ ନମ୍ବରରୁ ଲୋକଙ୍କୁ ମଗାଯାଉଛି ଟଙ୍କା । ଏନେଇ ଅଭିଯୋଗ ପରେ କଟକ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ତଦନ୍ତ ଆରମ୍ଭ କଲା ସାଇବର ପୋଲିସ । ଅଧିକ ପଢ଼ନ୍ତୁ

କଟକ ଜିଲ୍ଲାପାଳଙ୍କ ନାମରେ ଫେକ WhatsApp ଆକାଉଣ୍ଟ, ଲୋକଙ୍କୁ ମଗାଯାଉଛି ଟଙ୍କା
କଟକ ଜିଲ୍ଲାପାଳଙ୍କ ନାମରେ ଫେକ WhatsApp ଆକାଉଣ୍ଟ, ଲୋକଙ୍କୁ ମଗାଯାଉଛି ଟଙ୍କା

କଟକ: ଜିଲ୍ଲାପାଳଙ୍କ ନାଁରେ ଫେକ WhatsApp ଆକାଉଣ୍ଟ । ଆକାଉଣ୍ଟ ଜରିଆରେ ଲୋକଙ୍କୁ ମଗାଯାଉଛି ଟଙ୍କା । କଟକ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ତଦନ୍ତ ଆରମ୍ଭ କଲା ସାଇବର ଥାନା ପୋଲିସ ।

କଟକ ଜିଲ୍ଲାପାଳଙ୍କ ନାମରେ ଫେକ WhatsApp ଆକାଉଣ୍ଟ, ଲୋକଙ୍କୁ ମଗାଯାଉଛି ଟଙ୍କା
କଟକ ଜିଲ୍ଲାପାଳଙ୍କ ନାମରେ ଫେକ WhatsApp ଆକାଉଣ୍ଟ, ଲୋକଙ୍କୁ ମଗାଯାଉଛି ଟଙ୍କା

ସାବଧାନ! କୌଣସି ମୂହୁର୍ତ୍ତରେ ଆପଣ ହୋଇ ପାରନ୍ତି ଠକାମିର ଶିକାର । ଖୋଦ ଜିଲ୍ଲାପାଳଙ୍କ ନମ୍ବରରୁ ଟଙ୍କା ପାଇଁ ଆସିପାରେ ମେସେଜ । ସୂଚନା ଅନୁସାରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାମରେ ହ୍ବାଟ୍ସଆପରେ କେହିଜଣେ ଫେକ ଆକାଉଣ୍ଟ ଖୋଲିଥିବା ଅଭିଯୋଗ ହୋଇଛି । ୭୬୯୬୯୧୮୧୫୧ ନମ୍ବରରେ ଖୋଲା ଯାଇଛି ଫେକ ଆକାଉଣ୍ଟ । ବିଭିନ୍ନ ଲୋକଙ୍କୁ ଟଙ୍କା ମଧ୍ୟ ମଗାଯାଉଛି । ଏନେଇ ଜିଲ୍ଲାପାଳ କଟକ ଡିସିପିଙ୍କୁ ଅବଗତ କରାଇଥିବା ସୂଚନା ଦେଇଛନ୍ତି ।

କଟକ ଜିଲ୍ଲାପାଳଙ୍କ ନାମରେ ଫେକ WhatsApp ଆକାଉଣ୍ଟ, ଲୋକଙ୍କୁ ମଗାଯାଉଛି ଟଙ୍କା
କଟକ ଜିଲ୍ଲାପାଳଙ୍କ ନାମରେ ଫେକ WhatsApp ଆକାଉଣ୍ଟ, ଲୋକଙ୍କୁ ମଗାଯାଉଛି ଟଙ୍କା

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.