ସୂର୍ଯ୍ୟାସ୍ତ ସମୟରେ ଶେହନାଜଙ୍କ ସାନଦାର ଭିଡିଓ, ପ୍ରଶଂସା କଲେ ଫ୍ୟାନ୍ସ

author img

By

Published : Jun 26, 2022, 7:54 PM IST

ସୂର୍ଯ୍ୟାସ୍ତ ସମୟରେ ଶେହନାଜଙ୍କ ସାନଦାନ ଭିଡିଓ, ପ୍ରଶଂସା କଲେ ଫ୍ୟାନ୍ସ

ସୂର୍ଯ୍ୟାସ୍ତ ସମୟରେ ଉପଭୋଗ କରୁଥିବାର ଫଟୋ ପୋଷ୍ଟ କଲେ ବିଗ୍ ବସ୍ ଫେମ୍ ସେହନାଜ ଗିଲ୍ । ଖୁବ୍ ପ୍ରଶଂସା କଲେ ଫ୍ୟାନ୍ସ । ଅଧିକ ପଢନ୍ତୁ

ମୁମ୍ବାଇ: ସୂର୍ଯ୍ୟାସ୍ତ ସମୟରେ ଉପଭୋଗ କରୁଥିବାର ଫଟୋ ପୋଷ୍ଟ କଲେ ବିଗ୍ ବସ୍ ଫେମ୍ ଶେହନାଜ ଗିଲ୍ । ବ୍ଲାକ୍ ଡ୍ରେସ୍ ସାଙ୍ଗକୁ ଷ୍ଟାଇଲିସ୍ ଇଅର ରିଙ୍ଗସରେ ଫ୍ୟାନ୍ସଙ୍କ ମନ ମୋହିଲେ । ଏହି ସମୟରେ ଶେହନାଜ ପୋଷ୍ଟ କରିଥିବା ଭିଡିଓକୁ ପ୍ରଶଂସକ ଖୁବ୍ ପ୍ରସନ୍ଦ କରିଛନ୍ତି ।

ଶନିବାର ଶେହନାଜ୍ ସୂର୍ଯ୍ୟାସ୍ତ ସମୟରେ ପୋଷ୍ଟ କରିଥିବା ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଏକ ପୋଲ ଉପରେ ଶେହନାଜ ଡ୍ୟାନ୍ସ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । କେହି କେହି ଫ୍ୟାନ୍ ସୂର୍ଯ୍ୟାସ୍ତ ଆପଣଙ୍କ ପାଇଁ ଆହୁରି ସୁନ୍ଦର ଦିଶୁଥିବା କମେଣ୍ଟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.