ଶ୍ରାବଣ ଶେଷ ସୋମବାର: କାଶୀରେ ନିଆରା ଭାଇଚାରା, କାଉଡ଼ିଆଙ୍କ ଉପରେ ପୁଷ୍ପ ବର୍ଷା କଲେ ଇସଲାମ ସମ୍ପ୍ରଦାୟ

By

Published : Aug 8, 2022, 10:48 PM IST

thumbnail

ଲକ୍ଷ୍ନୌ: ଶ୍ରାବଣ ମାସ ଶେଷ ସୋମବାରରେ କାଶୀରେ କାଉଡ଼ିଆମାନେ ଜଳଲାଗି କହିଥିଲେ । ଏହି ସମୟରେ ଇସଲାମ ସମ୍ପ୍ରଦାୟ ଲୋକଙ୍କ ଭାଇଚାରାର ଉଦାହରଣ ଦେଖିବାକୁ ମିଳିଥିଲା । ଜଳଲାଗି ପାଇଁ ଆସୁଥିବା କାଉଡ଼ିଆଙ୍କ ଉପରେ ପୁଷ୍ପ ବର୍ଷା କରି ସ୍ବାଗତ ସମ୍ବର୍ଦ୍ଧ୍ବନା କରିଥିଲେ । ଏଥିସହ ତ୍ରିରଙ୍ଗା ଧରି ଭାରତକୁ ଏକତାର ସହ ବାନ୍ଧି ରଖିବାକୁ ବାର୍ତ୍ତା ଦେଇଥିଲେ । ବ୍ୟୁରୋ ରିପୋରଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.