ସୁବର୍ଣ୍ଣରେଖା ବନ୍ୟାରେ ବେହାଲ ବାଲିଆପାଳ, ଲୋକଙ୍କୁ ମିଳୁଛି ରନ୍ଧାଖାଦ୍ୟ

By

Published : Aug 22, 2022, 3:51 PM IST

thumbnail

ସୁବର୍ଣ୍ଣରେଖାରେ ବନ୍ୟା ଆସିବା ଫଳରେ ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକ ଅଧିକ ପ୍ରଭାବିତ ହୋଇଛି । ବାଲିଆପାଳ ପଞ୍ଚାୟତର ପ୍ରାୟ ୫୦୦ ପରିବାର ଏବେ ପାଣି ଘେରରେ ରହିଥିବା ଜଣାପଡିଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ବାଲିଆପାଳ ପଞ୍ଚାୟତର ପ୍ରାଇମେରୀ ସ୍କୁଲରେ ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ, ଆଶାକର୍ମୀ ଓ ଅଙ୍ଗନାବାଡି କର୍ମୀମାନେ ଔଷଧ ବାଣ୍ଟୁଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.