ଗୁଲାବ ମାଡରେ ଘାଇଲା ପନିପରିବା ଚାଷୀ

By

Published : Oct 7, 2021, 9:00 AM IST

thumbnail

କୋରାପୁଟ: ବାତ୍ୟା ଯାଇଛି ହେଲେ ଦୁର୍ଦ୍ଦଶା ଛାଡିଯାଇଛି । ବାତ୍ୟା ଗୁଲାବ କୋରାପୁଟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ପଟ୍ଟାଙ୍ଗି ବ୍ଲକ ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହୋଇଛି । ଫଳରେ ଚାଷୀକୂଳ ଏବେ ଚିନ୍ତାରେ । ବାତ୍ୟାର ପ୍ରଭାବରେ ବିଭିନ୍ନ ପ୍ରକାର ପନିପରିବା ଚାଷ ଉଜୁଡି ଯାଇଛି । ଯାହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ତେବେ ଉଜୁଡି ଯାଇଥିବା ଚାଷର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପୂରଣ ଦିଆଯିବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି । କୋରାପୁଟରୁ ସି ଏଟ ସାନ୍ତାକାର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.