JSW ବିରୋଧୀ ନେତା ଦେବେନ୍ଦ୍ର ସ୍ୱାଇଁ ରଖିଲେ ଉତ୍ତର, କାହିଁକି ପ୍ରକଳ୍ପକୁ ବିରୋଧ କରୁଛନ୍ତି ଗ୍ରାମବାସୀ ?

By

Published : Jan 11, 2022, 9:57 PM IST

thumbnail

ଢିଙ୍କିଆ(ଜଗତସିଂହପୁର): ଇଟିଭି ଭାରତରେ ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତିର ମୁଖ୍ୟ ଦେବେନ୍ଦ୍ର ସ୍ବାଇଁ । ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳ ଢ଼ିଙ୍କିଆର ଗ୍ରାମବାସୀ କାହିଁକି କମ୍ପାନୀ ଓ ପ୍ରଶାସନକୁ ବିରୋଧ କରୁଛନ୍ତି ଏହାର ଉତ୍ତର ରଖିଛନ୍ତି ଦେବେନ୍ଦ୍ର । ପାଟଣା, ମାହାଳ, ଗୋବିନ୍ଦପୁର ଓ ଢ଼ିଙ୍କିଆ ଗ୍ରାମର ପ୍ରାୟ 4ଶହରୁ ଅଧିକ ଲୋକେ ସେମାନଙ୍କ ବରଜ ଦେଇ ସାରିଲେଣି । ତଥାପି ଶିଳ୍ପାୟନକୁ ବିରୋଧ କଣ ପାଇଁ ? ଏ ସମ୍ପର୍କରେ ସିଧାସଳଖ ଆମେ କଥା ହୋଇଥିଲୁ ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତିର ମୁଖ୍ୟ ଦେବେନ୍ଦ୍ର ସ୍ବାଇଁଙ୍କ ସହିତ । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.