କରନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ ନିଶା

By

Published : Jun 4, 2021, 11:23 AM IST

thumbnail

ମୁମ୍ବାଇ: ନିକଟରେ ଘରୋଇ ହିଂସାକୁ ନେଇ ଗିରଫ ହୋଇଥିଲେ ‘ୟେ ରିସ୍ତା କୟା କେହଲତା ହେ’ ଫେମ କରନ ମେହେରା । ଗିରଫର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଜାମିନ ମିଳିଥିଲା । ତାଙ୍କ ବିରୋଧରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ଅଭିଯୋଗ ଆଣିଥିଲେ ଯେ ସେ ବିବାହ ପରେ ଅନ୍ୟ ମହିଳାଙ୍କ ସହ ସମ୍ପର୍କରେ ରହିବା ସହ ତାଙ୍କ ସବୁ ଅଳଙ୍କାର ନେଇ ତାଙ୍କୁ ମାରପିଟ୍ ମଧ୍ୟ କରୁଛନ୍ତି । ବର୍ତ୍ତମାନ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବଡ ପ୍ରସଙ୍ଗ ସାଜିଛି ପତି-ପତ୍ନୀଙ୍କ ଏହି ବିବାଦ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.