Hockey World Cup Opening Ceremony: ଜାତିର ଦେବତାଙ୍କୁ ଆରଧନା

By

Published : Jan 11, 2023, 7:41 PM IST

Updated : Feb 3, 2023, 8:38 PM IST

thumbnail

ଭୁବନେଶ୍ବର: ଉଦଘାଟିତ ହେଲା ପୁରୁଷ ହକି ବିଶ୍ୱକପ 2023 । ଉଦଘାଟନ ଉତ୍ସବରେ ବଲିଉଡ ଓଲିଉଡ କଳକାରଙ୍କ ସମେତ ଚର୍ଚ୍ଚିତ କଳାକାର କଳା ପ୍ରଦର୍ଶନ କରିଛନ୍ତି । ତେବେ ଉଦଘାଟନ ଉତ୍ସବ ଆରମ୍ଭ ହେବା ପରେ ପ୍ରଥମେ ଓଡ଼ିଆ ଜାତିର ଆରଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରାଯାଇଥିଲା । ପରେ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା । ଦେଖନ୍ତୁ ସେତେବେଳର ଝଲକ ।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.