କୃଷି ଆଇନ ବିରୋଧରେ ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା

By

Published : Dec 31, 2020, 12:21 PM IST

thumbnail

ଫୁଲବାଣୀ: କୃଷି ଆଇନ ବିରୋଧରେ ଫୁଲବାଣୀରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା । ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ ପାଢୀଙ୍କ ନେତୃତ୍ବରେ ଫୁଲବାଣୀ ମାଦିକୁନ୍ଦା ଛକରୁ ମଶାଲ ଧରି ସହର ପରିକ୍ରମା କରି ଗୋପବନ୍ଧୁ ଛକ ଯାଏଁ ଯାଇଥିଲେ । ଏହା ସହ ମୋଦି ସରକାରକୁ ତୀବ୍ର ନିନ୍ଦା କରିଥିଲେ ଯୁବ କଂଗ୍ରେସ । କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.