ଓଡିଶା

odisha

ବାଉଁଶ କରଡି ଖାଇ ଗୋଟିଏ ପରିବାରର ୪ ଗୁରୁତର

By ETV Bharat Odisha Team

Published : Sep 11, 2023, 3:07 PM IST

ବାଉଁଶ କରଡି ଖାଇ ଗୋଟିଏ ପରିବାରର ୪ ଗୁରୁତର

ପାରଳାଖେମୁଣ୍ଡି:ଜୀବନକୁ ବିପଦରେ ପକାଇଲା ବାଉଁଶ କରଡି । ବିଷାକ୍ତ ବାଉଁଶ କରଡି ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ ।  ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଗାଁରେ । ଗାଁରେ ଗୋଟିଏ ପରିବାର ଗତକାଲି ଖରା ବେଳେ ଜଙ୍ଗଲରୁ ବାଉଁଶ କରଡ ଆଣି ରୋଷେଇ କରି ଖାଇଥିଲେ । ଏନେଇ କରଡି ଖାଇବାର କିଛି ସମୟ ପରେ ସେମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ  । ଖାଇବା ପରେ ସେମାନେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହେବା ପରେ ଗୁରୁତର ହେବାରୁ ମୋହନା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ୩ ଜଣ ମହିଳା ଥିବା ଜଣାପପଡିଛି ।  

 ଏହା ମଧ୍ୟ ପଢନ୍ତୁ- ଗ୍ରାହକଙ୍କ ପସନ୍ଦ ବାଉଁଶ କରଡି, କଳାହାଣ୍ଡି ବଜାରରେ ଏବେ ବେଶ ଚାହିଦା

ଏହା ମଧ୍ୟ ପଢନ୍ତୁ-ଜୀବିକା ଯୋଗାଉଛି ଜଙ୍ଗଲଜାତ ଦ୍ରବ୍ୟ କରଡି, କିଣିବାକୁ ଲାଗୁଛି ଗ୍ରାହକଙ୍କ ଲମ୍ବା ଲାଇନ

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details