nuakhai 2022: ବାଲୁକା କଳାରେ ନୂଆଁଖାଇ ଶୁଭେଚ୍ଛା

By

Published : Aug 31, 2022, 10:33 PM IST

thumbnail

ପୁରୀ: ରାତି ପାହିଲେ ପଶ୍ଚିମ ଓଡ଼ିଶା ପାଳିବ ଗଣପର୍ବ ନୂଆଁଖାଇ । ପ୍ରଥମ ଶସ୍ୟକୁ ଅଧିଷ୍ଠାତ୍ରୀ ଦେବୀଙ୍କୁ ଅର୍ପଣ କରି ଘରେ ଘରେ ଏଠାକି ମିଳିମିଶି ସଭିଁଏ ନୂଆ ଖାଇବେ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳାରେ ନୂଆଁଖାଇ ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବିଶାଳ ବାଲୁକା ଚିତ୍ରକଳା କରି ନିଆରା ଢଙ୍ଗରେ ଶୁଭେଚ୍ଛା ଦେଇଛନ୍ତି ଶିଳ୍ପୀ ସୁଦର୍ଶନ । ଚାଷ ଏବଂ ଚାଷୀର ପରମ୍ପରାକୁ ଚିତ୍ରକଳା ମାଧ୍ୟମରେ ପ୍ରତିଫଳିତ କରିଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.