Mangala Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି, ଦେଖନ୍ତୁ ଭକ୍ତିମୟ ଦୃଶ୍ୟ

By

Published : Dec 29, 2021, 7:28 AM IST

thumbnail

ଜଗତର କଲ୍ୟାଣ ପାଇଁ ବିଶ୍ବ ନିଅନ୍ତାଙ୍କ ନିକଟରେ ପ୍ରତିଦିନ କରାଯାଏ ମଙ୍ଗଳ ଆଳତି । ସବୁ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟାଯାଇ ମଙ୍ଗଳ ଆଳତି କରାଯାଇଛି । ପୂଜା ପଣ୍ଡା ହାତରେ ଘଣ୍ଟି, ଦୀପ ଓ ମନ୍ତ୍ରୋଚାରଣ କରି ପତିତପାବନ ମଙ୍ଗଳ ଆଳତି ନୀତି ସମ୍ପନ୍ନ କରିଛନ୍ତି । ଏହି ସମୟରେ ନିକଟରେ ଥିବା ଭକ୍ତମାନେ ମଧ୍ୟ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରରେ ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଇଥିଲେ । ତେବେ ସକାଳୁ ସକାଳୁ ଏହି ଆଳତି ଦେଖିବା ଦ୍ବାରା ପୁରା ଦିନ ମଙ୍ଗଳମୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.