ବିଜେପି କୃଷକଙ୍କୁ ପ୍ରତାରଣା କରୁଛି: ଭୂପେଶ ବଘେଲ

By

Published : Nov 8, 2020, 6:45 AM IST

thumbnail

ରାୟପୁର: ଧାନର କ୍ରୟକୁ ନେଇ ଲଗାତାର ରାଜ୍ୟ ବିଜେପି ଛତିଶଗଡ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି । ଏହାକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ‘ଇଟିଭି ଭାରତ’କୁ ସାକ୍ଷାତକାର ଦେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜେପି କୃଷକ ମାନଙ୍କୁ ପ୍ରତାରଣା କରୁଛି ବୋଲି କହିଛନ୍ତି । ସେହିପରି ବିହାର ନିର୍ବାଚନକୁ ନେଇ ମହାମେଣ୍ଟର ନେତା ତେଜସ୍ବୀ ଯାଦବ ନେତୃତ୍ବରେ ସରକାର ନିଶ୍ଚିତ ଗଠନ ହେବ ବୋଲି କହିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.