ଦିବ୍ୟାଙ୍ଗ ପୁଅର ଭବିଷ୍ୟତ ଖୋଜୁଛି ବାପା; ସରକାରୀ ସହାୟତା ପାଇଁ କାମ ଦେଉନି ସାଟିଫିକେଟ

By

Published : Jul 14, 2020, 7:00 PM IST

thumbnail

ବରଗଡ: ସମାଜରେ ଅବହେଳିତ, ନିଷ୍ପେସିତ ବିଶେଷ କରି ଦିବ୍ୟାଙ୍ଗ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ଏଥିପାଇଁ ସରକାରୀ ରାଜକୋଷରୁ ବି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଏମାନଙ୍କ ପାଇଁ ଚିକିତ୍ସା ପାଣ୍ଠି, ସ୍ବାସ୍ଥ୍ୟବୀମା ଭଳି ଅନେକ ଯୋଜନା ରହିଛି । ଏପରିକି ଦିବ୍ୟାଙ୍ଗ ଭତ୍ତାଠୁ ଆରମ୍ଭ କରି ଅନେକ ପ୍ରକାର ସୁବିଧା ସୁଯୋଗ ମଧ୍ୟ ରହିଛି । ହେଲେ ଦୁର୍ଭାଗ୍ୟ ବିଷୟ ଯେ ଏହାର ସୁଫଳ ପାଉନାହାନ୍ତି ସମାଜରେ ରହୁଥିବା ସବୁ ଦିବ୍ୟାଙ୍ଗ । ଆଉ ଏଥିରେ ସାମିଲ ଅଛନ୍ତି ବରଗଡ ଜିଲ୍ଲାର ଭଟଲି ବ୍ଲକ ନୂଆଗଡ ଗ୍ରାମର ଗରିବ ପ୍ରସନ୍ନ ଭୁଏଙ୍କ ଏକମାତ୍ର ପୁଅ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.