ଭାରତ ବନାମ ଅଷ୍ଟ୍ରେଲିଆ; ଟି-20 ସିରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

By

Published : Dec 5, 2020, 4:03 PM IST

thumbnail

ସିଡନି: ଜାରି ରହିଛି ଟିମ ଇଣ୍ଡିଆର ଟି-20 ମ୍ୟାଚ ବିଜୟଧାରା । ବିରାଟ ବାହିନୀ ଖେଳିଥିବା ଶେଷ ଦୁଇଟି ସୁପରଓଭର ସମେତ 9ଟି ଟି-20 ମ୍ୟାଚରେ ଅପରାଜେୟ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ ଜିତିସାରିଛି ଭାରତ । ଫଳରେ ଦ୍ବିତୀୟ ମ୍ୟାଚକୁ ଜିତି ସିରିଜ କବ୍ଜା ଲକ୍ଷ୍ୟରେ ରହିଛି ଦଳ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.