ମାୟାନଗରୀରେ ଅଭିନେତ୍ରୀଙ୍କ ଝଲକ, ପିତାଙ୍କ ଅନ୍ତ୍ୟେଷ୍ଟି ପାଇଁ ଆସିଲେ ହିନା

By

Published : Apr 21, 2021, 10:22 AM IST

thumbnail

ମୁମ୍ବାଇ: ମିଡିଆରେ କ୍ୟାମେରାରେ କଏଦ ହେଲେ ଟିଭିରୁ ନେଇ ବଲିଉଡ ଅଭିନେତ୍ରୀ । ରାହୁଲ ବୈଦଙ୍କ ଗାର୍ଲଫ୍ରେଣ୍ଡ ଦିଶା ପରମାରଙ୍କୁ ମିକି ମାଉସ ପ୍ରିଣ୍ଟେଡ ସର୍ଟ ଓ ଟ୍ରାଉଜର ପିନ୍ଧି ମୁମ୍ବାଇର ଅନ୍ଧେରୀରେ ନଜର ଆସିଥିବା ବେଳେ ଅଭିନେତ୍ରୀ ନିକିତା ରାୱଲଙ୍କୁ ଲୋଖଣ୍ଡୱାଲାରେ ଦେଖିବାକୁ ମିଳିଲା । ସେହିପରି ବିଗବସ 14 ଫେମ ନିକ୍କି ତମ୍ବୋଲି ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ । ଆଉ ମାଳଦ୍ବୀପ ଯାଇଥିବା ହିନା ଖାନଙ୍କୁ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ମୁମ୍ବାଇ ଫେରିଛନ୍ତି । ମଙ୍ଗଳବାର ହୃଦଘାତରେ ଆଖିବୁଜିଥିଲେ ହିନାଙ୍କ ପିତା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.