କଟକ ସଦରରେ ବିଜେଡି-ବିଜେପି ସିଧା ଫାଇଟ, ଧୂଆଁଧାର ପ୍ରଚାର କରୁଛନ୍ତି ପ୍ରକାଶ - Odisha Assembly Election 2024

By ETV Bharat Odisha Team

Published : May 23, 2024, 10:51 AM IST

thumbnail
କଟକ ସଦରରେ ବିଜେଡି-ବିଜେପି ସିଧା ଫାଇଟ, ଧୂଆଁଧାର ପ୍ରଚାର କରୁଛନ୍ତି ପ୍ରକାଶ (ETV Bharat Odisha)

କଟକ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଥମିବ ପ୍ରଚାର । ଶେଷ ଦିନରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ପ୍ରାର୍ଥୀମାନେ ରୋଡ ସୋ' ସହ ଧୂଆଁଧାର ପ୍ରଚାର ଚଳାଇଛନ୍ତି । ଏହି କ୍ରମରେ କଟକ ସଦର ବିଜେପି ମଧ୍ୟ ଷ୍ଟାର ପ୍ରଚାରକମାନଙ୍କୁ ନେଇ ଜୋରସୋରରେ ପ୍ରଚାର କରୁଛି । ଏଥର କଟକ ସଦର ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ ହେଉଛି  ସିଧା ଲଢେଇ । ସେଥିପାଇଁ ବିଜେଡିକୁ ଟକ୍କର ଦେବାକୁ ନିଜର ସମର୍ଥକଙ୍କ ଗହଣରେ ଲୋକଙ୍କ ନିକଟତର ହେବା ପ୍ରୟାସରେ ଅଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀ । ଷ୍ଟାର ପ୍ରଚାରକ ଭାବେ ଅଭିନେତା ଶ୍ରୀତମ ଦାସଙ୍କୁ ସାଙ୍ଗରେ ଧରି ପ୍ରଚାର କରୁଛନ୍ତି ପ୍ରକାଶ । ସଦର ଆସନଟି ଏବେ ବିଜେଡି ଦଖଲରେ ଥିବାବେଳେ ସ୍ଥାନୀୟ ଭୋଟରଙ୍କ ମନ ଜିଣିବାକୁ ଫୁଲ୍ ଦମ୍ ଲଗାଇ ଦେଇଛନ୍ତି ବିଜେପି ପ୍ରାର୍ଥୀ  । କଟକ ସଦରରେ ପ୍ରଚାର ସମୟରେ ପ୍ରକାଶ ସେଠୀଙ୍କ ସହ ଅଧିକ ଆଲୋଚନା କରିଛି ଆମ ପ୍ରତିନିଧି ନାରାୟଣ ସାହୁ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.