ଖେଳୁ ଖେଳୁ ଗାତରେ ଗଳି ପଡ଼ିଲା 2 ବର୍ଷୀୟ ଶିଶୁ, ଆଉ ତା ପରେ

By

Published : Jan 1, 2023, 11:41 AM IST

Updated : Feb 3, 2023, 8:38 PM IST

thumbnail

ଗାନ୍ଧୀନଗର: ଭଦୋଦରା ସ୍ଥିତ ରସରିଆ ଦ୍ରହ ନିକଟରେ ଏକ ଗାତରେ ଗଳିପଡ଼ିଲା 2 ବର୍ଷୀୟ ଶିଶୁ । 2 ଘଣ୍ଟାରେ ଅକ୍ଲାନ୍ତ ଉଦ୍ୟମ ପରେ ଅଗ୍ନିଶମ କର୍ମଚାରୀ ସୁରକ୍ଷିତ ଭାବେ ଶିଶୁଟିକୁ ଉଦ୍ଧାର କରିଛନ୍ତି । ଶିଶୁକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି । ରସରିଆ ଦ୍ରହ ନିକଟରେ ଜଣେ ବ୍ୟକ୍ତି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ପୁଅ ଉକ୍ତ ସ୍ଥାନରେ ଖେଳୁଥିଲା । ଏତିକି ବେଳେ ସେଠାରେ ଥିବା ଏକ ଗାତରେ ଶିଶୁଟି ପଡ଼ିଯାଇଥିଲା । ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ଶିଶୁକୁ ଉଦ୍ଧାର କରିଛନ୍ତି ।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.