ନଭେମ୍ବର ୮ରୁ ଐତିହାସିକ ବାଲିଯାତ୍ରା,ଏବେଠୁ ଜମିଲାଣି ବ୍ୟବସାୟୀଙ୍କ ଭିଡ

By

Published : Oct 27, 2022, 5:20 PM IST

Updated : Feb 3, 2023, 8:30 PM IST

thumbnail

କଟକ: ଆସନ୍ତା ନଭେମ୍ବର ୮ରୁ ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତ ମଧ୍ୟ ଜୋରଦାର କରାଯାଉଛି । ଦୁଇବର୍ଷ ବ୍ୟବଧାନ ପରେ ବାଲିଯାତ୍ରା ଆୟୋଜନ ହେଉଥିବାରୁ ଏବେ ଠାରୁ ରାଜ୍ୟ ବାହାର ବ୍ୟବସାୟୀ ମାନଙ୍କ ଗହଳି ଦେଖିବାକୁ ମିଲିଲାଣି । ଦୂରଦୂରାନ୍ତରୁ ବ୍ୟବସାୟୀମାନେ ବ୍ୟବସାୟ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ବିଶେଷକରି ଭଳିକି ଭଳି ଫୁଲରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ଇଟିଭି ଭାରତ, କଟକ

Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.