Watch: ଚାନ୍ଦିମେଢ଼ ସାଙ୍ଗକୁ ସୁନା ମୁକୁଟରେ ଝଲସୁଛି ମଙ୍ଗଳାବାଗ ପୂଜା ମଣ୍ଡପ

By ETV Bharat Odisha Team

Published : Oct 23, 2023, 3:51 PM IST

thumbnail

କଟକ: ଜିଲ୍ଲାର ୩୨ଟି ଚାନ୍ଦି ମେଢ଼ ମଧ୍ୟରୁ ମଙ୍ଗଳାବାଗ ପୂଜା ମଣ୍ଡପ ଅନ୍ୟତମ । ପ୍ରାୟ ୩ କ୍ବିଣ୍ଟାଲରୁ ଅଧିକ ଚାନ୍ଦିରେ ନିର୍ମିତ ହୋଇଥିବା ଏହି ଚାନ୍ଦି ମେଢ଼କୁ ଦେଖିବାକୁ ମଣ୍ଡପ ଆଗରେ ଖଚାଖଚ ଭିଡ଼ ଲାଗୁଛି । କେବଳ ଚାନ୍ଦି ନୁହେଁ, ବରଂ ପ୍ରାୟ ୧୫ କେଜିରୁ ଅଧିକ ସୁନା ବି ଏହି ମଣ୍ଡପରେ ଦେଖିବାକୁ ମିଳିଥାଏ । ମା' ଦଶଭୂଜାଙ୍କ ମୁକୁଟ ସମେତ ସମସ୍ତ ପାର୍ଶ୍ଵ ଦେବାଦେବୀଙ୍କର ମୁକୁଟ ବି ସୁନାରେ ନିର୍ମିତ ହୋଇଛି । ତେବେ ଆଗକୁ ଏହି ମଣ୍ଡପ ସୁନା ମେଢ଼ କରିବ ବୋଲି ମଣ୍ଡପର ସଭାପତି କହିଛନ୍ତି । ୨୦୧୫ ମସିହାରେ ଏହି ମଣ୍ଡପରେ ଚାନ୍ଦି ମେଢ଼ ନିର୍ମାଣ କରାଯାଇଥିଲା । ତେବେ ଏନେଇ ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ  ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.