VIRAL VIDEO: ମାସ୍କ ପିନ୍ଧି ଖାଇଲେ ଚୀନ ବାସିନ୍ଦା, ୟୁଜର୍ସ କହିଲେ ଏମିତି

By

Published : Dec 24, 2022, 5:25 PM IST

Updated : Feb 3, 2023, 8:36 PM IST

thumbnail

ଚୀନରେ ବିଏଫ.୭ ଭାଇରସ ଆତଙ୍କ ଖେଳାଇବା ପରେ ଏବେ ବିଶ୍ବବାସୀ ଆଗୁଆ ସଚେତନ ହୋଇଛନ୍ତି (Covid New variant scare) । ସବୁ ରାଷ୍ଟ୍ରର ମୁଖ୍ୟ ନିଜ ରାଷ୍ଟ୍ରବାସୀଙ୍କୁ ମାସ୍କ ପରିଧାନ କରିବା ସହ କୋଭିଡ ନିୟମ ମାନିବାକୁ ଅନୁରୋଧ କରିଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଚୀନ ନିବାସୀ ବତକ ଥଣ୍ଟ ଭଳି ମାସ୍କ ପିନ୍ଧିଛନ୍ତି (China man eats while wearing Mask) । ଏହି ମାସ୍କର ମଝିକୁ ସମାନ ଦୁଇ ଭାଗରେ ଭାଗ କରାଯାଇଛି । ଏହାପରେ ଉକ୍ତ ବାଟ ଦେଇ ଭିଡିଓରେ ଥିବା ବ୍ୟକ୍ତି ଜଣକ ଖାଦ୍ୟ ଖାଉଛନ୍ତି । ଏହାକୁ ୟୁଜର୍ସ ମାସ୍କ ନୁହେଁ ତ ସତେ ଯେପରି ବତକ ଥଣ୍ଟ ବୋଲି କହିଛନ୍ତି ।

Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.