ଚାଲାଣ ବେଳେ ସ୍କୁଟିରୁ ୧୨ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ଜଣେ ଗିରଫ

By

Published : Dec 23, 2020, 2:04 PM IST

thumbnail

ନବରଙ୍ଗପୁର: ଗଞ୍ଜେଇ ଚୋରା ଚାଲାଣ ବେଳେ ଗୋଟିଏ ସ୍କୁଟିରୁ ୧୨ କେଜି ୮୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କଲା ପାପଡାହାଣ୍ଡି ପୋଲିସ । ତେବେ ଗିରଫ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବନିଜରା ଗ୍ରାମ ନିଖିଳ କୁମାର ମୁଣ୍ଡ ବୋଲି କୁହାଯାଇଛି । ପାପଡାହାଣ୍ଡି ମୃଗ ବିହାର ନିକଟରେ ଯାନ ବାହାନ ଯାଞ୍ଚ ବେଳେ ଏହି ଗଞ୍ଜେଇ ଜବତ ହୋଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.