ବରଗଡ: CAA ଓ NRC ବିରୋଧରେ ଶୋଭାଯାତ୍ରା । ଭାରତ ଏକ ଧର୍ମ ନିରପେକ୍ଷ ଦେଶ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ଚାଲିଥିବା CAA ଓ NRC ଦେଶର ଭାଇଚାରା ଓ ଏକତାକୁ ଭାଙ୍ଗିବାକୁ ଷଡଯନ୍ତ୍ର କରୁଛି । ଯାହାକୁ ବିରୋଧ କରି ଶୁକ୍ରବାର ବରଗଡରେ ଏକ ଶୋଭାଯାତ୍ରା କରାଯାଇଛି |
ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ତ୍ରିରଙ୍ଗା ନେଇ ସ୍ଥାନୀୟ ଅମ୍ବାପାଳିର ଆମ୍ବେଦକର ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲେ | ରାଜନୀତି ପାଇଁ ଦେଶରେ ସାମ୍ପ୍ରଦାୟିକତାର ହିଂସା ବଢାଇବାର କୁଚକ୍ରାନ୍ତକୁ ବରଗଡ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ବିରୋଧ କରାଯାଇଛି ଏବଂ ବରଗଡର ହିନ୍ଦୁ , ମୁସଲିମ , ଶିଖ ଓ ଇସାଇ ସମସ୍ତ ଧର୍ମର ଲୋକେ ଏହି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇ ନିଜର ବିରୋଧ ପ୍ରଦର୍ଶନ କରିଥିଲେ |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ
Intro:ଭାରତ ଏକ ଧର୍ମ ନିରପେକ୍ଷ ଦେଶ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ଦେଶରେ ଚାଲିଥିବା ନାଗରିକତ୍ଵ କୁନେଇ CAA ଓ NRC ଦେଶର ଭାଇଚାରା ଓ ଏକତାକୁ ଭାଙ୍ଗିବାର ଷଡଯନ୍ତ୍ର କରାଯାଉଥିବା ବିରୋଧରେ ବରଗଡରେ ଏକ ଶୋଭାଯାତ୍ରା କରାଯାଇଥିଲା | ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ତ୍ରିରଙ୍ଗା ପତାକା ନେଇ ସ୍ଥାନୀୟ ଅମ୍ବାପାଳିର ଆମ୍ବେଦକର ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା |
Body: ରାଜନୀତି ପାଇଁ ଦେଶରେ ସାମ୍ପ୍ରଦାୟିକତାର ହିଂସା ବଢାଇବାର କୁଚକ୍ରାନ୍ତକୁ ବରଗଡ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ବିରୋଧ କରାଯାଇଛି ଏବଂ ବରଗଡର ହିନ୍ଦୁ , ମୁସଲିମ , ଶିଖ ଓ ଇସାଇ ସମସ୍ତ ଧର୍ମର ଲୋକେ ଏହି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇ ନିଜର ବିରୋଧ ପ୍ରଦର୍ଶନ କରିଥିଲେ | ସାରା ଦେଶରେ CAA ଓ NRC କୁ ଲୋକେ ବିରୋଧ କରୁଥିବା ବେଳେ ବରଗଡରେ ମଧ୍ୟ ଏହି ବିରୋଧ ଦେଖା ଦେଇଛି ଏବଂ ଏଠାରେ ଲୋକଙ୍କ ଭାଇଚାର ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହି ବୋଲି ଏହି ଶୋଭାଯାତ୍ରା ଜରିଆରେ ଲୋକେ ପ୍ରମାଣିତ କରିଦେଇଛନ୍ତି |
ବାଇଟ 1- ଲିଙ୍ଗରାଜ ପ୍ରଧାନ ( ବରଗଡ )
ବାଇଟ 2-ମହମ୍ମଦ ଅଲିମ ( ବରଗଡ )Conclusion: