ଓଡିଶା

odisha

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

By

Published : Dec 27, 2022, 7:17 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

news today
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।
  • ଆଜି ରାଜ୍ୟ କ୍ୟାବିନେଟ ବୈଠକ ।
  • ଆଜିଠୁ ସମସ୍ତ ହସ୍ପିଟାଲରେ ହୋଇପାରେ କୋଭିଡ ମକଡ୍ରିଲ ।
  • ଆଜିଠୁ ବରଗଡ ଧନୁଯାତ୍ରା ।
  • ଆଜି ପୁରୀ ଭ୍ରମଣ କରିବ ବିଶ୍ବକପ ଟ୍ରଫି ।
  • ଆଜି ଅଭିନେତ୍ରୀ ତୁନୀଶା ଶର୍ମାର ଶେଷକୃତ୍ୟ ।
  • ଆଜି ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା।
  • FIFA WC: ଆଜି ଆସିବ ଟିମ ଇଣ୍ଡିଆ ।
  • ରଣଜୀ ଟ୍ରଫି: ଓଡିଶା-ହରିୟାଣା ମୁକାବିଲା ।
  • ଆଜି ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ।

ABOUT THE AUTHOR

...view details