କାହିଁକି ଯୁବକଙ୍କୁ ରସିରେ ବାନ୍ଧି ଟାଣି ଟାଣି ନେଉଥିଲେ ଦୁର୍ବୃତ୍ତ ? ଶୁଣନ୍ତୁ କଣ କହୁଛନ୍ତି ପୀଡିତ

By

Published : Oct 17, 2022, 5:22 PM IST

thumbnail

କଟକ: ସୀମା ଟପିଲା ବର୍ବରତା, ଧାର ଟଙ୍କା ନଫେରାଇବାରୁ ଯୁବକଙ୍କୁ ତାଲିବାନୀ ନିର୍ଯାତନା । ୧୫ଶହ ଟଙ୍କା ଧାର ନେଇ ଯୁବକ ଜଣଙ୍କ ନଫେରାଇବାରୁ ଗାଡି ପଛରେ ବାନ୍ଧି ୬ କିଲୋମିଟର ଦୈଡାଇଲେ କିଛି ଯୁବକ । କଟକ ସହରରେ ଦେଖିବାକୁ ମିଳିଛି ଏହି ଛାତିଥରା ଦୃଶ୍ୟ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ ତିବ୍ର ନିନ୍ଦା କରାଯାଉଛି । ଏହି ଘଟଣାକୁ ନେଇ କମିଶନରେଟ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ୨ଜଣ ଯୁବକଙ୍କୁ ଗିରଫ କରିଛି । ଏନେଇ ପୀଡିତ ଯୁବକ ଜଣଙ୍କ କଣ ପ୍ରତିକ୍ରିୟା ରଖିଛନ୍ତି ଶୁଣନ୍ତୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.