ଯାଜପୁରରେ ୩୦୦ଫୁଟ ଲମ୍ବର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

By

Published : Aug 15, 2022, 4:21 PM IST

thumbnail

ସାରା ଦେଶ ପାଳୁଛି ୭୬ତମ ସ୍ବାଧୀନତା ଦିବସ । ଏହି ଅବସରରେ ଯାଜପୁର ଜିଲ୍ଲାର ବ୍ୟାସନଗର ସହରର ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ସ୍ବାଧୀନତା ଦିବସ ପାଳନ କରାଯାଇଛି । ୩୦୦ଫୁଟ ଲମ୍ବର ଏକ ବିଶାଳ ଜାତୀୟ ପତାକା ବାହାର କରି ସହର ପରିକ୍ରମା କରିଥିଲେ । ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନର କର୍ମଚାରୀ ଏବଂ ଅନୁଷ୍ଠାନର ପଦାଧିକାରୀମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.