ମଙ୍ଗଳାବାଗ ପୂଜା ମଣ୍ଡପରେ ଚାନ୍ଦି ମେଢ, ସ୍ୱର୍ଣ୍ଣ ଅଳଙ୍କାରରେ ଶୋଭା ପାଉଛନ୍ତି ମା'

By

Published : Oct 5, 2022, 5:02 PM IST

thumbnail

କଟକ: ସରିଲା ବିଜୟା ଦଶମୀର ପୂଜା ନୀତି । ଅଧିକାଂଶ ମଣ୍ଡପରେ ମା’ଙ୍କ ବିସର୍ଜନ ପୂଜା ଶେଷ ହୋଇଛି । ଆସନ୍ତାକାଲି ମା'ଙ୍କୁ ମେଲାଣି ଦିଆଯିବ । ଏଥିପାଇଁ ସମସ୍ତ ମଣ୍ଡପ ପ୍ରସ୍ତୁତ । ତେବେ ମଙ୍ଗଳାବାଗ ପୂଜା ମଣ୍ଡପରେ ପ୍ରାୟ ୬ କ୍ୱିଣ୍ଟାଲ ଚାନ୍ଦି ସହ ସାଢେ ୧୦ କେଜିର ସୁର୍ଣ୍ଣ ଅଳଙ୍କାରରେ ମା' ଶୋଭା ପାଉଛନ୍ତି । ମା' ଦୁର୍ଗାଙ୍କ ସମେତ ସମସ୍ତ ପାର୍ଶ୍ଵ ଦେବାଦେବୀଙ୍କ ମକୁଟ ବି ସୁନାର । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.