ରାଇରଙ୍ଗପୁରରୁ ରାଇସିନା ହିଲ୍‌: ସହଜ ନଥିଲା ଯାତ୍ରା, କହିଲେ ଦ୍ରୌପଦୀଙ୍କ ସମ୍ପର୍କୀୟ ଭଉଣୀ

By

Published : Jul 22, 2022, 9:44 AM IST

thumbnail

ରାଇରଙ୍ଗପୁର: ଦେଶକୁ ମିଳିଛି ପଞ୍ଚଦଶ ରାଷ୍ଟ୍ରପତି । ପ୍ରଥମ ମହିଳା ଆଦିବାସୀ ଭାବେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଏନେଇ ସାରା ଜିଲ୍ଲାରେ ଖୁସିର ମାହୋଲ ଦେଖାଦେଇଛି । ସ୍ଥାନୀୟ ଲୋକେ ଗୁରୁବାର ବିଳମ୍ୱିତ ରାତି ପର୍ଯ୍ୟନ୍ତ ବିଜୟ ଉତ୍ସବ ପାଳନ କରିଛନ୍ତି । ଦ୍ରୌପଦୀଙ୍କ ବିଜୟ ପରେ ତାଙ୍କ ସମ୍ପର୍କୀୟ ମଧ୍ୟ ବେସ ଖୁସି ଅଛନ୍ତି । ଦ୍ରୌପଦୀ ତ୍ୟାଗ, ବଳିଦାନ ଓ କଠିନ ପରିଶ୍ରମ ବଳରେ ରାଇରଙ୍ଗପୁରରୁ ରାଇସିନା ହିଲ୍ ପର୍ଯ୍ୟନ୍ତ ଯାତ୍ରା କରିଥିବା କହିଛନ୍ତି ଦ୍ରୌପଦୀଙ୍କ ପିଉସୀ ଝିଅ ଭଉଣୀ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.