ସାଣ୍ଡି ଟାୱାରରେ ହକି ଟିମ ଇଣ୍ଡିଆ: ନାଚଗୀତ ଆସରରେ ଅତିଥିଙ୍କୁ ସ୍ବାଗତ

By

Published : Aug 17, 2021, 2:22 PM IST

thumbnail

ଭୁବନେଶ୍ବର: ସାଣ୍ଡି ଟାୱାରରେ ପହଞ୍ଚିଲେ ହକି ଟିମ ଇଣ୍ଡିଆ । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଭବ୍ୟ ସ୍ବାଗତ ପରେ ରାଜଧାନୀ ସ୍ଥିତ ସାଣ୍ଡି ଟାଓ୍ୱାର ହୋଟେଲରେ ପହଞ୍ଚିଛନ୍ତି ଭାରତୀୟ ମହିଳା ଓ ପୁରୁଷ ହକି ଦଳ । କଡା ସୁରକ୍ଷା ମଧ୍ୟରେ ଉଭୟ ଟିମକୁ ନିଆଯାଇଛି । ଏହି ସମୟରେ ହୋଟେଲ ସମ୍ମୁଖରେ ମନଲୋଭା ନୃତ୍ୟ ସାଙ୍ଗକୁ ପିରାମିଡ୍ ପ୍ରଦର୍ଶନ କରାଯାଇଥିଲା । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.