Mandi Issue: ଲିଆଡରେ ଧାନମଣ୍ଡି ଦାବିରେ ଚାଷୀଙ୍କ ଧାରଣା

By

Published : Dec 5, 2021, 4:26 PM IST

thumbnail

ନୂଆପଡା: ଜିଲ୍ଲା ସିନାପାଲି ବ୍ଲକ ମାଖାପଦର ଗ୍ରାମପଞ୍ଚାୟତ ଲିଆଡ଼ ଗ୍ରାମରେ ତାତିଲେ ଚାଷୀ । ଦୀର୍ଘ 17 ବର୍ଷ ଧରି ଚାଲିଥିବା ଲିଆଡ଼ ଧାନମଣ୍ଡିକୁ ନୂଆପଡା ଜିଲ୍ଲା ପ୍ରଶାସନ ବାତିଲ କରି ନିକଟସ୍ଥ ମାଖାପଦର ଧାନମଣ୍ଡି ବ୍ୟବସ୍ଥା କରିଛନ୍ତି । ଯେଉଁଥିପାଇଁ ଚାଷିକୂଳ ଅଶାନ୍ତି ଜାହିର କରିଛନ୍ତି । ଲିଆଡ଼ ଗ୍ରାମରେ ଧାନମଣ୍ଡି ଦାବି କରି ଚାଷୀଗଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.