ଖୁବଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ କରିବ କଂଗ୍ରେସ: ସୁର

By

Published : Jan 14, 2022, 7:43 PM IST

thumbnail

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଲା ପରେ ପ୍ରାର୍ଥୀ ଚୟନ ଏବେ ରାଜନୈତିକ ଦଳଗୁଡ଼ିକର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । କାରଣ ପ୍ରାର୍ଥୀ ଚୟନକୁ ନେଇ ବିବାଦ ମୁଣ୍ଡ ଟେକିଛି । ଶାସକ ବିଜେଡିର ସର୍ବାଧିକ ଆଶାୟୀ ଥିବାବେଳେ ବିଜେପି ଏବଂ କଂଗ୍ରେସରେ ମଧ୍ୟ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ବାରି ହୋଇପଡୁଛି । ତେବେ କଂଗ୍ରେସ ଖୁବଶୀଘ୍ର ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.