ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ କଂଗ୍ରେସ: ତାରା

By

Published : Jan 19, 2022, 8:19 PM IST

thumbnail

ଭୁବନେଶ୍ବର: ଶାସକ ବିଜେଡି ପକ୍ଷରୁ ଅତ୍ୟନ୍ତ ଭଲ ପଦର୍ଶନ କରିବା ନେଇ ଆକଳନ କରାଯାଉଥିବା ବେଳେ ବିଜେପି ମଧ୍ୟ ନିର୍ବାଚନକୁ ନିଜ ଅକ୍ତିଆରକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା ଆପଣାଇଛି । ସେପଟେ ଏଥର ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ ନେତା ତାରା ବାହିନୀପତି କହିଛନ୍ତି । ନିର୍ବାଚନ ପାଇଁ କମିଟି କରାଯାଇଛି, ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥର ଆମ ଦଳ ଭଲ କରିବ କହିବା ସହ ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଲାଗିଥିବା ହୋର୍ଡିଂକୁ ବାହାର କରିବାକୁ ନିର୍ବାଚନ କମିଶନ ସ୍ବତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲି ଦାବି କରିଛନ୍ତି ।  ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.