ବାଇ-ଲ ଜାରି ଓ ପ୍ରତ୍ୟାହାର ପ୍ରସଙ୍ଗ; କାହା ଅନୁମତିରେ ଜାରି ହୋଇଥିଲା ବାଇ-ଲ !

By

Published : Feb 9, 2021, 6:59 PM IST

thumbnail

ଭୁବନେଶ୍ବର: ଶ୍ରୀମନ୍ଦିର ନେଇ ବାଇ-ଲ ଜାରି ଓ ପ୍ରତ୍ୟାହାର ପ୍ରସଙ୍ଗ । ପ୍ରଶ୍ନ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେଉଁମାନେ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି ସେମାନେ ହୀନ ରାଜନୀତି କରୁଛନ୍ତି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପୁରୀକୁ ଶ୍ରୀହୀନ କରିବାକୁ କିଏ ଚକ୍ରାନ୍ତ କରୁଛି, ଆଉ କିଏ ଏଭଳି ସର୍କୁଲାର ଜାରି କରିଥିଲା ତାହାର ତଦନ୍ତ ଦାବି କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ବିଭିନ୍ନ ବର୍ଗରୁ ବିରୋଧ ପରେ ଶେଷରେ ଗତକାଲି(ସୋମବାର) ପ୍ରତ୍ୟାହୃତ ହୋଇଛି ଶ୍କୀମନ୍ଦିର ପ୍ରସ୍ତାବିତ ବାଇ-ଲ । ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.