ହସ୍ପିଟାଲରେ ମାଙ୍କଡର ଉତ୍ପାତ: ରୋଗୀଙ୍କ ସହ ଶୋଉଛି, ମେଡିସିନ୍‌ ଖାଉଛି

By

Published : Nov 2, 2022, 9:49 AM IST

Updated : Feb 3, 2023, 8:31 PM IST

thumbnail

ଜୟପୁର: ମଙ୍ଗଳବାର ରାଜସ୍ଥାନର କରୌଲି ସହରର ଜିଲ୍ଲା ଡାକ୍ତରଖାନାରେ ଏକ ମାଙ୍କଡ଼ ଆତଙ୍କ ଦେଖାଦେଇଛି । ଯେଉଁଠାରେ ମାଙ୍କଡ଼ ବହୁତ ଉପଦ୍ରବ କରୁଛି । କେବଳ ଏତିକି ନୁହେଁ ମାଙ୍କଡ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ପ୍ରବେଶ କରି କରିଥିଲା । ଏହି ମାଙ୍କଡ଼ ଯୋଗୁଁ ୨ ଜଣ ମଧ୍ୟ ଆହତ ହୋଇଥିଲେ । ଏହି ଗୋଟିଏ ଘଟଣା ହସ୍ପିଟାଲ ପ୍ରଶାସନର ଦାୟିତ୍ବହୀନତାକୁ ପଦାରେ ପକାଇଛି । ଅନ୍ୟପକ୍ଷରେ ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ ଏହା ମଧ୍ୟ ଅତୀତରେ ଘଟିଛି ଏବଂ ସେମାନେ ଏ ସମ୍ପର୍କରେ ନଗର ପରିଷଦକୁ ଅନେକ ଥର ଆବେଦନ କରିଛନ୍ତି । କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.