Assam flood: ଉବୁଟୁବୁ ଆସାମ, 4 ଲକ୍ଷ ଲୋକ ପ୍ରଭାବିତ, 8 ମୃତ

By

Published : May 18, 2022, 9:12 PM IST

Updated : Feb 3, 2023, 8:23 PM IST

thumbnail

ହୌହାଟୀ: ଆସାମରେ ବନ୍ୟା ବିଭୀଷିକା ଜାରି ରହିଛି । ଯୁଆଡେ ଚାହିଁଲେ ପାଣି ଆଉ ପାଣି । 26ଟି ଜିଲ୍ଲାର ପ୍ରାୟ 4 ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସେନା । 178 ଟି ରିଲିଫ୍ କ୍ୟାମ୍ପରେ ପ୍ରଭାବିତଙ୍କୁ କରାଯାଉଛି ଥଇଥାନ । ତେବେ ବର୍ତ୍ତମାନ ସୁଦ୍ଧା 8 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ଦେଖନ୍ତୁ ଭିଡିଓ

Last Updated : Feb 3, 2023, 8:23 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.