ରାଜଭବନ ପରିସରରେ ଉନ୍ମୋଚିତ ହେଲା ଭାରତମାତାର ପ୍ରତିମୂର୍ତ୍ତୀ

By

Published : Aug 15, 2022, 7:51 PM IST

Updated : Feb 3, 2023, 8:26 PM IST

thumbnail

ଆଜି ଦେଶ ପାଳୁଛି ୭୬ତମ ସ୍ବାଧୀନତା ଦିବସ । ଏହି ଅବସରରେ ରାଜଭବନ ପରିସରରେ ଉନ୍ମୋଚିତ ହେଲା ଭାରତ ମାତାଙ୍କର ଏକ ସୌନ୍ଦର୍ଯ୍ୟଭରା ବିଶାଳ ପ୍ରତିମୂର୍ତ୍ତି । ରାଜ୍ୟର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ମହିଳାମାନଙ୍କ ସହ ପ୍ରଫେସର ଗଣେଶୀ ଲାଲ୍‌ ଏହାକୁ ଉଦ୍‌ଘାଟନ କରିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.