ବିମାନବନ୍ଦର ଟର୍ମିନାଲ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ, ଦେଖିଲେ ଲାଖିଯିବ ଆଖି

By

Published : Oct 19, 2022, 11:03 PM IST

Updated : Feb 3, 2023, 8:29 PM IST

thumbnail

ବେଙ୍ଗାଲୁରୁ: କେମ୍ବେଗୌଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ୍‌-୨କୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ନଭେମ୍ବର ୧୧ ତାରିଖରେ ଏହି ଟର୍ମିନାଲ୍‌ର ଉଦଘାଟନ କରିବେ ମୋଦି । ଲସ୍‌ ଗ୍ରୀନ ଗାର୍ଡେନ୍‌ ଡିଜାଇନ୍‌ ନେଇ ଏହି ଟର୍ମିନାଲ ଡିଜାଇନ ହୋଇଛନ୍ତି । ଏଠାରେ ଥିବା ହାଇଟେକ୍‌ ସୁବିଧା ଯେକୌଣସି ବିଦେଶୀ ବିମାନବନ୍ଦର ସହ ଟକ୍କର ଦେଇ ପାରିବ । ଦେଶର ତୃତୀୟ ତ୍ବରାନ୍ବିତ ଭାବେ ଉନ୍ନତି କରୁଥିବା ବିମାନବନ୍ଦର ହେଉଛି ଦବନାହଲ୍ଲୀ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର । ଏଠାରେ ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.