ଅତୀତରେ ଶଗଡ଼ ଗାଡ଼ିରେ ଲଣ୍ଠନ ନେଇ ମାଙ୍କୁ ଦର୍ଶନ କରୁଥିଲେ ଭକ୍ତ

By

Published : Oct 4, 2022, 9:16 AM IST

Updated : Feb 3, 2023, 8:28 PM IST

thumbnail

ପୁରାତନ ସହର କଟକର ରହିଛି ଅନେକ ଇତିହାସ ଆଉ ପରମ୍ପରା । କୁହାଯାଏ ୧୫୦୯ ମସିହାରେ କଟକର ପ୍ରଥମେ ଦଶହରା ପୂଜା ଆରମ୍ଭ କରାଯାଇଥିଲା । ଆଉ ତାହାପୁଣି ଘଟ ପୂଜାରୁ।ଶ୍ରୀଚୈତନ୍ୟଙ୍କ ଆଗମନରେ କଟକର ବାଲୁବଜାରରେ ପ୍ରଥମେ ମୃଣ୍ମୟୀ ପୂଜା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ସହରରେ ଅନ୍ୟ ପୂଜା ମଣ୍ଡପ ସୃଷ୍ଟି ହୋଇଥିଲା । ସେତେବେଳେ ର ପୂଜା ଆଉ ବର୍ତ୍ତମାନର ପୂଜା ମଧ୍ୟରେ ବହୁ ପାର୍ଥକ୍ୟ ରହିଛି । ହେଲେ ପରମ୍ପରା ଏବେବି ସମାନ । ହୁଏତ ଯୁଗ ବଦଳିଛି ମାତ୍ର ସେହି ପୂଜାର ପରମ୍ପରା ଏବେବି ବଜାୟ ରହିଛି । ଏନେଇ କଟକର ଜଣେ ୮୦ ବର୍ଷୀୟ ବରିଷ୍ଠ ନାଗରିକ ତଥା ଜଣେ ପୂର୍ବତନ ପୂଜା କମିଟିର ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ । ଇଟିଭି ଭାରତ, କଟକ

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.