ରିଭର୍ସ ସ୍ପିଡ ପେଣ୍ଟିରେ ହକି ବିଶ୍ୱକପ ଟିମକୁ ଅଭିନନ୍ଦନ

By

Published : Jan 11, 2023, 11:02 PM IST

Updated : Feb 3, 2023, 8:38 PM IST

thumbnail

ପୁରୀ: ରିଭର୍ସ ସ୍ପିଡ ପେଣ୍ଟିରେ ହକି ବିଶ୍ୱକପରେ ଅଂଶଗ୍ରହଣ କରିଥିବା ସମସ୍ତ 16 ଟି ଦଳକୁ ଅଭିନନ୍ଦନ । ପୁରୀର ଚର୍ଚ୍ଚିତ ସ୍ପିଡ ରିଭର୍ସ ପେଣ୍ଟର ଆୟୁଷ ମହାପାତ୍ର ଏହି ଶୁଭେଚ୍ଛା ଦେଇଛନ୍ତି। ଓଲଟା ପେଣ୍ଟିଂ ମାଧ୍ୟମରେ ଏହି ଶୁଭେଚ୍ଛା ଦିଆଯାଇଛି । ଏହି ପେଣ୍ଟିଂ ୫ ଫୁଟର କାନଭାସରେ ୮ ମିନିଟ ମଧ୍ୟରେ ଶେଷ ହୋଇଛି । ଯାହାକି ବେଶ୍ ଚମତ୍କାର । ପୂର୍ବରୁ ଏହି ଭଳି ଓଲଟା ପେଣ୍ଟିଂ କରି ୨୦୨୧ ମସିହାରେ ସମ୍ମାନଜନକ ପୁରସ୍କାର ଇଣ୍ଡିଆ ବୁକ ଅଫ ରେକର୍ଡସରେ ସମ୍ମାନୀତ ହୋଇଛନ୍ତି ଆୟୁଷ ।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.