ଆଜି ଲୋକାର୍ପିତ ହେବ AIIMS ବିଳାଶପୁର, ଦେଖନ୍ତୁ ଭିଡିଓ

By

Published : Oct 5, 2022, 12:04 PM IST

Updated : Feb 3, 2023, 8:28 PM IST

thumbnail

ଶିମଲା: ହିମାଚଳ ପ୍ରଦେଶର ବିଳାଶପୁରରେ ନିର୍ମିତ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନ (AIIMS)କୁ ଆଜି ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ମୋଦି (AIIMS Bilaspur to be be inaugurated by PM)। ସମସ୍ତ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ଓ ଭିତ୍ତିଭୂମି ସହ ଏହି ସର୍ବାଭାରତୀୟ ଚିକିତ୍ସା ସଂସ୍ଥାନର ନିର୍ମାଣରେ 1,470 କୋଟିରୁ ଅଧିକ ଖର୍ଚ୍ଚ ହୋଇଛି । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଲୋକାର୍ପିତ କରିବେ । ଦେଖନ୍ତୁ ଭିଡିଓ

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.