ଦେଶ ପ୍ରେମରେ ବିଭୋର ପୁରା ପରିବାର, ବାଣ୍ଟୁଛନ୍ତି ଜାତୀୟତାର ବାର୍ତ୍ତା

By

Published : Aug 14, 2022, 5:45 PM IST

Updated : Feb 3, 2023, 8:26 PM IST

thumbnail

ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଛି ଦେଶ । ଏଥିଲାଗି ଚାରିଆଡ଼େ ଉତ୍ସବର ମାହୋଲ ଥିବାବେଳେ ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ପାଇଁ ଚେଷ୍ଟା କରାଯାଉଛି । ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବା ସତ୍ତ୍ବେ ବନ୍ଦେ ମାତରମ୍ ଟିମ ବୁଲି ବୁଲି ରାଜଧାନୀରେ ଲୋକଙ୍କୁ ଦେଶପ୍ରେମର ସଚେତନା ବାର୍ତ୍ତା ଦେଇଛି ଏବଂ ସ୍ବାଧୀନତା ଦିବସରେ ଜାତୀୟ ପତାକା ଉଡ଼ାଇବା ଲାଗି ଆହ୍ବାନ ଦେଇଥିବା ଦେଖିବାକୁ ମିଳିଛି । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.