ଶ୍ରୀମନ୍ଦିର ଦ୍ବାରଫିଟା ଓ ପ୍ରଭୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି

By

Published : Jul 10, 2021, 7:56 AM IST

thumbnail

ଶ୍ରୀଜିଉ ସୁସ୍ଥ ହେବା ପରେ ବଡ ଠାକୁରଙ୍କ ପାଖରେ ବଡି ଭୋରରୁ ଆରମ୍ଭ ହୋଇଯାଇଛି ମଙ୍ଗଳ ଆଳତୀ । ସମଗ୍ର ବିଶ୍ବର ମଙ୍ଗଳ କାମନା କରି ସୃଷ୍ଟିକର୍ତ୍ତାଙ୍କ ପାଖରେ କରାଯାଇଛି ପୂଜାର୍ଚ୍ଚନା । ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା କାର୍ଯ୍ୟ କରାଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ତେବେ ଏହି ଆଳତୀର ଦୃଶ୍ୟ ଭକ୍ତଙ୍କ ମନରେ ଆଣିଦିଏ ଭକ୍ତିପୁତ ଭାବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.