ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିଜୟ, ଜବାବ ରଖିଲା ବିଜେଡି

By

Published : Jun 17, 2020, 3:37 PM IST

thumbnail

ଭୁବନେଶ୍ବର: ରଥଯାତ୍ରା ନିଷ୍ପତ୍ତି ବିଳମ୍ବ ନେଇ ସରକାରଙ୍କୁ ନିଶାନା କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଅଦାଲତରେ ହେଉଥିବା ମାମଲାକୁ ପ୍ରାୟୋଜିତ ମାମଲା କହିବା ସହ ରଥଯାତ୍ରା ନ କରିବାକୁ ସରକାର ଚାହୁଁଛନ୍ତି ବୋଲି ସନ୍ଦେହ ହେଉଥିବା ସେ କହିଛନ୍ତି ।ସେହିପରି ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମନରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ସୁପ୍ରିମକୋର୍ଟରେ ସମୁଦାୟ 3ଟି ମାମଲା କରାଯାଇଛି । 2 ଟି ରଥଯାତ୍ରା ବନ୍ଦ ଓ ଗୋଟିଏ ଯାତ୍ରା କରିବାକୁ । ମୁଁ ଆଜି ପୁରୀ ଯାଉଛି ସେବାୟତ ପ୍ରତିନିଧି ଓ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବି ବୋଲି ସେ ଦର୍ଶାଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.