ଓଡ଼ିଶା ବନ୍ଦ ପୂର୍ବରୁ ରାଜଧାନୀରେ କଂଗ୍ରେସର ମଶାଲ ଶୋଭାଯାତ୍ରା

By

Published : Nov 11, 2021, 8:51 PM IST

thumbnail

ଭୁବନେଶ୍ବର: ଓଡ଼ିଶା ବନ୍ଦ ପୂର୍ବରୁ ଛାତ୍ର କଂଗ୍ରେସର ରାଜଧାନୀରେ ମଶାଲ ଶୋଭାଯାତ୍ରା । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଶତାଧିକ ଛାତ୍ର କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହାସହ ଆସନ୍ତାକାଲିର ବନ୍ଦକୁ ସମର୍ଥନ କରିବାକୁ ଲୋକଙ୍କୁ ନିବେଦନ ମଧ୍ୟ କରିଥିଲେ। ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.