ନିରପେକ୍ଷ ଓ ସ୍ବଚ୍ଛ ନିର୍ବାଚନ ହୋଇନାହିଁ: ସୁନୀତି ମୁଣ୍ଡ

By

Published : Mar 27, 2022, 7:18 AM IST

Updated : Feb 3, 2023, 8:21 PM IST

thumbnail

ଭୁବନେଶ୍ବର: ପରାଜୟ ପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ବିଜେପି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ । ଚଳିତ ନିର୍ବାଚନ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ହୋଇନଥିବା କହିଲେ । ପରାଜିତ ହୋଇନାହିଁ, କ୍ଷମତା ହାତେଇବା ପାଇଁ ବିରୋଧୀ କରିଥିବା କୁଟୀଳ ରଣକୌଶଳ ଆଗରେ ପରାଜିତ ହୋଇଛି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.