ETV Bharat / city

Cold Wave In Odisha: କାଲିଠୁ ବଢିବ ଶୀତ, ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

author img

By

Published : Jan 27, 2022, 9:06 PM IST

Cold Wave In Odisha : କାଲିଠୁ ବଢିବ ଶୀତ ,୬ ଜିଲ୍ଲା ୟେଲୋ ଓ୍ବାର୍ଣ୍ଣିଂ
Cold Wave In Odisha : କାଲିଠୁ ବଢିବ ଶୀତ ,୬ ଜିଲ୍ଲା ୟେଲୋ ଓ୍ବାର୍ଣ୍ଣିଂ

ରାଜ୍ୟରେ ପୁଣି ଅନୁଭୂତ ହେବ ଶୀତ । ଆସନ୍ତାକାଲି(ଶୁକ୍ରବାର) ଠାରୁ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ

ଭୁବନେଶ୍ବର : ରାଜ୍ୟରେ ପୁଣି ଅନୁଭୂତ ହେବ ଶୀତ । ଆସନ୍ତାକାଲି(ଶୁକ୍ରବାର) ଠାରୁ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ସକାଳ ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ ଓ ଗଞ୍ଜାମରେ ହାଲୁକା କୁହୁଡି ହେବା ନେଇ ସମ୍ଭାବନା ରହିଛି ।

Cold Wave In Odisha : କାଲିଠୁ ବଢିବ ଶୀତ ,୬ ଜିଲ୍ଲା ୟେଲୋ ଓ୍ବାର୍ଣ୍ଣିଂ

ଏହାବି ପଢନ୍ତୁ :ସିଂହ-ମଣିଷର ଅନାବିଳ ପ୍ରେମ, ବର୍ଷାର ମାଆ ସାଜିଲେ ପ୍ରଶାନ୍ତ

ତେବେ ଆସନ୍ତା ୪ ରୁ ୫ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଦୁଇ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ତେବେ ଆସନ୍ତାକାଲି (ଶୁକ୍ରବାର) ୬ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସୋନପୁର, ବରଗଡ ଓ ବଲାଙ୍ଗୀରରେ ଶୀତ ଲହରୀ ପ୍ରବାହିତ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୩୧ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏପରି ଶୀତ ଲହରୀ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.