ETV Bharat / photos

କାନ୍ସରେ ଡେବ୍ୟୁ କରିବେ କିଆରା, ଭାରତକୁ କରିବେ ପ୍ରିତିନିଧିତ୍ୱ - Kiara Advani In Cannes 2024

author img

By ETV Bharat Odisha Team

Published : May 14, 2024, 6:28 PM IST

Kiara Advani In Cannes 2024
Kiara Advani In Cannes 2024: ୭୭ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆଜି ଠାରୁ ଆରମ୍ଭ ହୋଇଛି । ଏଥର ଭାରତ ପାଇଁ ସ୍ୱତନ୍ତ୍ର ହେବାକୁ ଯାଉଚି ଏହି ଇଭେଣ୍ଟ । ଅନେକ ଭାରକତୀୟ ଫିଲ୍ମରେ ଏଥିରେ ଯାଦୁ ଦେଖାଉଥିବା ବେଳେ ବର୍ତ୍ତମାନ ଅଭିନେତ୍ରୀ କିଆରା ଆଡଭାନୀ ମଧ୍ୟ ନିଜ ଜଲୱା ଦେଖାଇବେ ବୋଲି ଜଣାପଡିଛି । ଏହି ଇଭେଣ୍ଟରେ ଭାରତକୁ ପ୍ରତିନିଧିତ୍ୱ କରିବେ କିଆରା । (Pics Credit@kiaraaliaadvani)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.