IRS ଚାକିରି ଛାଡି କାହିଁକି ରାଜନୀତିରେ ପାଦ ଦେଲେ ? ଏମିତି କହିଲେ ବଡ଼ମ୍ବା ବିଧାୟକ ପ୍ରାର୍ଥୀ - Former IRS Officer Contesting

By ETV Bharat Odisha Team

Published : May 12, 2024, 7:29 AM IST

thumbnail
Former IRS Officer Contesting (ETV Bharat Odisha)

Former IRS Officer Contesting Election: କଟକ: ପ୍ରାର୍ଥୀ ସାଜିଛନ୍ତି ପ୍ରଶାସନିକ ଅଧିକାରୀ । ଆଇଆରଏସ ଚାକିରି ଛାଡି ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି ସମ୍ବିତ ତ୍ରିପାଠୀ । କାହିଁକି ଚାକିରି ଛାଡି ନିର୍ବାଚନରେ ସାମିଲ ହେଲେ ସମ୍ବିତ ? ରାଜନୀତିରେ ତାଙ୍କର କେତେ ଅଭିଜ୍ଞତା ଓ କିଏ ତାଙ୍କର ରାଜନୈତିକ ଗୁରୁ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ବଡମ୍ବା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ସମ୍ବିତ ତ୍ରିପାଠୀ । ଏହାସହ ବଡମ୍ବା ବିଜେପିରେ ଗୋଷ୍ଠୀ କନ୍ଦଳ ଥିବା ଚର୍ଚ୍ଚା ହେଉଛି । ବଡମ୍ବା ନିର୍ବାଚନ ମଣ୍ଡଳୀରେ ଏଥର କ'ଣ ହେବ ଭାରତୀୟ ଜନତା ପାର୍ଟିର ଭାଗ୍ୟ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ନୂଆ ଚେହେରାକୁ ଦଳ ପ୍ରାର୍ଥୀ କରିଛି । ତେବେ ସମସ୍ତେ ଜନ୍ମରୁ ରାଜନୀତିରେ ନଥାନ୍ତି । ପ୍ରଧାନମନ୍ତ୍ରୀଙ୍କ ବିକାଶର ମୁଦ୍ଦାକୁ ନେଇ ଲୋକଙ୍କ ନିକଟତର ହେଉଛି ବୋଲି କହିବା ସହ ଜିତିବାର ଦମ୍ଭୋକ୍ତି ଦେଖାଇଛନ୍ତି ସମ୍ବିତ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.